fbpx

ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀରେ ଓଡ଼ିଶାର ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ,୨୪/୭: ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀର ପୁନର୍ଗଠନ କରିଛନ୍ତି ଉପରାଷ୍ଟ୍ରପତି। ଏହି ୬ ଜଣିଆ ଉପାଧ୍ୟକ୍ଷ ମଣ୍ଡଳୀରେ ଓଡ଼ିଶାର ସାଂସଦ ସସ୍ମିତ ପାତ୍ର ସାମିଲ ହୋଇଛନ୍ତି। ଆଜିଠାରୁ ନବଗଠିତ ଉପାଧ୍ୟକ୍ଷ ମଣ୍ଡଳୀ କାର୍ଯ୍ୟ କରିବ ବୋଲି ଜଣା ପଡିଛି। ଏନେଇ ସସ୍ମିତଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟସଭାର ଯୁଗ୍ମ ସଚିବ ।

Get real time updates directly on you device, subscribe now.