ଏଣିକି ବ୍ଲକ୍ ଚକ୍କର କାଟିବାକୁ ପଡ଼ିବନି, ପ୍ରତି ପଞ୍ଚାୟତରେ ତହସିଲ୍

ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ମାସରେ ୨ ଥର ପଞ୍ଜାୟତକୁ ଯିବେ ରାଜସ୍ୱ ଅଧିକାରୀ । ତହସିଲଦାର, ଅତିରିକ୍ତ ତ÷ସିଲଦାର ପଞ୍ଚାୟତକୁ ଯିବେ ।

ରାଜସ୍ୱ ଅଫିସରେ ଜମିଜମା ସମସ୍ୟା ସମାଧାନ ହେବ । ତହସିଲ କାମ ପାଇଁ ଆଉ ବ୍ଲକ ଯିବାକୁ ପଡ଼ିବ ନାହିଁ ।