ସାରା ଦୁନିଆର ଲୋକଙ୍କୁ ଭାରତର ‘LEGACY’ ହ୍ୱିସ୍କି ପସନ୍ଦ, ଜାଣନ୍ତୁ Bacardi Indiaର ପ୍ରିମିୟମ Whiskey ଦର ଏତିକି ଟଙ୍କା

ଏହି ହ୍ୱସ୍କି World Whiskies Awards 2025ରେ Blended Whiskey କାଟାଗୋରୀରେ ଗୋଲ୍ଡ ମେଡାଲ ନିଜ ନାମରେ କରିଛି। ଏଥିସହ ଏହାକୁ Asia Spirits Masters 2025ରେ ସିଲଭର ମେଡାଲରେ ମଧ୍ୟ ସମ୍ମାନୀତ କରାଯାଇଛି।

ନୂଆଦିଲ୍ଲୀ: ସାରା ଦୁନିଆରେ ଭାରତରେ ତିଆରି ହେଉଥିବା ହ୍ୱିସ୍କି ଧମାଲ କରୁଛି। World Whisky ଆୱାର୍ଡରେ ଭାରତର ମଦକୁ ବାରମ୍ବାର ଜିତିବା ଦେଖିବାକୁ ମିଳୁଛି। ଭାରତରେ ତିଆରି ହେଉଥିବା ହ୍ୱିସ୍କି ସାରା ଦୁନିଆରେ ଫେମସ୍‌। BACARDI Indiaର ପ୍ରିମିୟମ ହ୍ୱିସ୍କି LEGACY ବିଶ୍ୱମଞ୍ଚରେ ଭାରତର ନାମକୁ ଉଜ୍ୱଳ କରିଛି।

ଏହି ହ୍ୱିସ୍କି World Whiskies Awards 2025ରେ ବ୍ଲେଣ୍ଡେଡ ହ୍ୱିସ୍କି କାଟାଗୋରୀରେ ଗୋଲ୍ଡ ମେଡାଲ ନିଜ ନାମରେ କରିଛି। ଏଥିସହ ଏହାକୁ Asia Spirits Masters 2025ରେ ସିଲଭର ମେଡାଲରେ ମଧ୍ୟ ସମ୍ମାନୀତ କରାଯାଇଛି। ଆସନ୍ତୁ ଜାଣିବା ଏହାର ଗୋଟିେ ବୋତଲର ମୂଲ୍ୟ କେତେ।

କାହିଁକି ଖାସ ଏହି ହ୍ୱିସ୍କି: ଲିଗାସି ହ୍ୱିସ୍କି ଭାରତୀୟ ଏବଂ Scottish Malts ସହ ଭାରତୀୟ ଡାଳିମ୍ବର ମିଶ୍ରଣ ରହିଛି। ଏଥିପାଇଁ ଏହାର ସ୍ୱାଦ ଏବଂ ପରିଚୟ ଭିନ୍ନ ହୋଇଥାଏ। ଏଥିରେ ଫ୍ରୁଟି ନୋଟ୍ସ, ହାଲୁକା ଧୂଆଁ, .. ଏବଂ ମାସଲାର ହାଲୁକା ଝଲକ ଦେଖିବାକୁ ମିଳିଥାଏ। ଯାହାକି ଏହାକୁ ଖୁବଭଲ ଭାବେ ସନ୍ତୁଳିତ ଏବଂ ସ୍ମୁଦ କରିଥାଏ।

ସାରା ଦୁନିଆରେ ଫେମସ: ଏହା ଅନ୍ତର୍ଜାତୀୟ ମାନ୍ୟତା ସହ, Toasted Oakର ଲିଗାସି ବର୍ତ୍ତମାନ ପ୍ରିମିୟମ ହ୍ୱିସ୍କି କାଟାଗୋରୀରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛି। ଏଥିରେ Bacardiର ଭାରତୀୟ ହ୍ୱିସ୍କିର ମାର୍କେଟରେ ଖୁବ ଚାହିଦା ବଢୁଛି।

ମୂଲ୍ୟ: Bacardiର ଏହି ସଫଳତା ଏକ ସଂକେତ। ଯାହା ଭାରତୀୟ କାଟାଗୋରୀ ଏବଂ ସ୍ୱାଦ ବର୍ତ୍ତମାନ ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ଲିଗାସି ପ୍ରମାଣିତ କରିଛି ଯେ, ଭାରତ ବର୍ତ୍ତମାନ କେବଳ ଉପଭୋକ୍ତା ନୁହେଁ, ବରଂ ପ୍ରିମିୟମ ହ୍ୱିସ୍କିର ସମ୍ମାନୀତ ନିର୍ମାତା ମଧ୍ୟ ହୋଇସାରିଛି। ଏହାର ଗୋଟିଏ ବୋତଲର ମୂଲ୍ୟ ୧୦୦୦ ଟଙ୍କା।