ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସିଡିପିଓ

ଭୁବନେଶ୍ୱର: ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ ଧରାପଡ଼ିଛନ୍ତି। ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଗଲେ। ବିଷମକଟକ ବ୍ଲକ ସିଡିପିଓ ସୁଶୀଳ ଶବର।

କିରାଣୀ ରାମଚନ୍ଦ୍ର ପାତ୍ର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଅଙ୍ଗନବାଡ଼ି କର୍ମୀ ଚୟନ ପାଇଁ ଦୁହେଁ ଲାଞ୍ଚ ନେଉଥିଲେ। ଏହାପରେ ଏହି ଦୁଇଜଣଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଜେରା ଚାଲିଛି। ଏହି ସମୟରେ ସେମାନେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଲା।