ମାହାଙ୍ଗା: କଲେଜ ଛାତ୍ରୀଙ୍କ ହାତକୁ ହାଣିଦେଲେ ଦୁବୃର୍ତ୍ତ। କୁହୁଣ୍ଡା ଗାଁ ବିରୁପା ପୋଲ ନିକଟରେ ଛାତ୍ରୀଙ୍କୁ ହାଣିଦେଳେ ଦୁବୃର୍ତ୍ତ।
ହାତ ଚୋଟ୍ ପକାଇ ମୋବାଇଲ ନେଇ ଚମ୍ପଟ ମାରିଲେ ଲୁଟେରା। ଜେଏନ୍ କଲେଜ ଛାତ୍ରୀ ଗୁରୁତର ଆହାତ ହୋଇଛନ୍ତି।
ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ସ୍ଥଳରେ ପହଞ୍ଚି ମାହାଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି।