କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ, ପାହାଡ଼ ଉପରୁ ଧସିଲା ପଥର–ମାଟି, ଯାତାୟତ ସମ୍ପୂର୍ଣ୍ଣ ଠପ୍
ଲଗାଣ ବର୍ଷା ପରେ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ । ପାହାଡ଼ ଉପରୁ ଧଲିସା ପଥର ଖସଲା ମାଟି ।
ବାଲିଗୁଡ଼ା: ଲଗାଣ ବର୍ଷା ପରେ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ । ପାହାଡ଼ ଉପରୁ ଧଲିସା ପଥର ଖସଲା ମାଟି । ପଥର ଓ ମାଟି ଅତଡ଼ା ପଡ଼ିବାରୁ କଳିଙ୍ଗା ଘାଟି ସମ୍ପୁର୍ଣ୍ଣ ବନ୍ଦ । କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ । ଫଳରେ ରାସ୍ତାର ଉଭୟପାର୍ଶ୍ବରେ ଅଟକି ରହିଛି ଶହଶହ ଗାଡ଼ିମୋଟର ।
ସେପଟେ ବିଡୱାଡ଼ା ଓ ରାଞ୍ଚି କରିଡରରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ଉପସ୍ଥିତ ଅଛନ୍ତି ।
ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ସୂତ୍ରମାନଙ୍କ କହିବା ଅନୁସାରେ, ସଭାଗ୍ୟକ୍ରମେ କୌଣସି ପ୍ରାଣହାନି ଘଟିନାହିଁ। କିନ୍ତୁ ବହୁ ସଂଖ୍ୟକ୍ ଗାଡି ରାସ୍ତାରେ ଅଟକିଥିବାରୁ ଯାତ୍ରୀମାନେ ଭୟ ଓ ଅସୁବିଧାରେ ପଡିଛନ୍ତି।
ଓ ଅଗ୍ନିଶମ ବିଭାଗର ଟିମ୍ଗୁଡିକୁ ଘଟଣାସ୍ଥଳରେ ପଠାଯାଇଛି। ପାଥର ଓ ମାଟି ହଟାଇ ଯାତାୟାତ ପୁନରୁଦ୍ଧାର ପାଇଁ ଚେଷ୍ଟା ଚାଲିଛି।