ବସ୍ ସହ ପିଟି ହେଲା ଟ୍ରକ୍, ଲିଭିଗଲା ୫ ଜୀବନ ଦୀପ

ଭୁବନେଶ୍ୱର: କେ.ବଲାଙ୍ଗ ରାସ୍ତାରେ ବସ୍-ଟ୍ରକ୍ ଧକ୍କା । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଘରୋଇ ବସ୍ ଲିଙ୍ଗରାଜକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଧଥଳରେ ୫ ଜରଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ଅଛନ୍ତି ।

ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହୀନିର ଉଦ୍ଦାର କାର୍ଯ୍ୟ ଜାରି ।
ଲିଙ୍ଗରାଜ ବସ ରାଉରକେଲାରୁ କୋଇଡ଼ା ଯାଉଥିଲା ।