fbpx

ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କରୋନା, ଜାଣନ୍ତୁ କିଏ?

ଭଦ୍ରକ,୨୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନାର ପ୍ରକୋପ ବଢି ବଢି ଚାଲିଛି । ସାଧାରଣ ଜନତାଙ୍କ ସମେତ ବହୁ ନେତା, ମନ୍ତ୍ରୀମାନେ ବି ଏହାର କବଜାକୁ ଆସିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ କରୋନାରେ ସଂକ୍ରମିତ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.