fbpx

ଓଡିଶା ଲୋକସେବା ଆୟୋଗରେ ୨ ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର,୨୧ ।୮(ଓଡିଶା ଭାସ୍କର): ଓଡିଶା ଲୋକସେବା ଆୟୋଗରେ ଆଜି ୨ ସଦସ୍ୟଙ୍କୁ ନିଯୁକ୍ତ କଲେ ସରକାର । ଅବସରପ୍ରାପ୍ତ ଆଇଏଏସ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ଓପିଏସସିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ସେହିପରି ପ୍ରଫେସର ଡକ୍ଟର ସୁଧାଂଶୁ ଶେଖର ରଥଙ୍କୁ ଏହାର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

ତେବେ ବିଭୂତି ଭୂଷଣ ସମବାୟ ରେଜିଷ୍ଟ୍ରାର ପଦରୁ ଅବସର ନେଇଥଲେ । ସେହିଭଳି ସୁଧାଂଶୁ ଶେଖର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଥିଲେ ।

Get real time updates directly on you device, subscribe now.