fbpx

ଅଭିନେତା ଅର୍ଜୁନ କାପୁରଙ୍କୁ କରୋନା, ରିପୋର୍ଟ ପଜିଟିଭ୍

ନୂଆଦିଲ୍ଲୀ,୬ ।୯: ବଲିଉଡ୍ ଅଭିନେତା ଅର୍ଜୁନ କାପୁର କରୋନାରେ ସଂକ୍ରମିତ ହୋଇଛନ୍ତି । ଅର୍ଜୁନ ନିଜର କରୋନା ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସେ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରରେ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି । କିନ୍ତୁ ସେ ସୁସ୍ଥ ଅଛନ୍ତି । କରୋନା ଜଣାପଡ଼ିବା ପରେ ସେ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ର ରହିଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଛନ୍ତି । ଏହା ପୂର୍ବରୁ ବିଗ ବି ଅଭିତାଭ ବଚ୍ଚନଙ୍କ ପରିବାର କରୋନାର ଶିକାର ହୋଇଥିଲେ ।

Get real time updates directly on you device, subscribe now.