fbpx

ଗୃହରେ ବିଜେଡ଼ି ସଦସ୍ୟ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଅଭିଯୋଗ କଲେ ବିରୋଧୀ

ଭୁବନେଶ୍ୱର,୨୨ା୧୧(ଓଡ଼ିଶା ଭାସ୍କର): ଗୃହରେ ବିଜେଡ଼ି ସଦସ୍ୟ ଅନୁପସ୍ଥିତ ରହିବା ପ୍ରସଙ୍ଗ ଉଠିଥିଲା । ବିଜେଡ଼ି ସଦସ୍ୟଙ୍କ ଅନୁପସ୍ଥିତକୁ ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏହାସହ ସେ ବିଜେଡ଼ିକୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗୃହରେ ଉପସ୍ଥିତ ରହିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.