fbpx

ଦାୟିତ୍ୱ ନେଲେ ନରୱାଣେ

ନୂଆଦିଲ୍ଲୀ,୩୧ ।୧୨: ସ୍ଥଳସେନାର ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ମନୋଜ ମୁକୁନ୍ଦ ନରୱାଣେ । ଜେନେରାଲ ବିପିନ ରାୱତଙ୍କଠାରୁ ଦାୟିତ୍ୱ ଗ୍ରହଣ କଲେ ନରୱାଣେ । ସେନାର ୨୮ ତମ ସେନାଧ୍ୟକ୍ଷ ହେଲେ ନରୱାଣେ ।

ତେବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବରେ ଜେନେରାଲ ବିପିନ ରାୱତଙ୍କୁ ନିଯୁକ୍ତ କରାଯାଇଛି। ଆଜି ଜେନେରାଲ ବିପିନ ରାୱତ ଭାରତୀୟ ସ୍ଥଳସେନା ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଛନ୍ତି । ଗତ ୨୪ରେ କେନ୍ଦ୍ର କ୍ୟାବିନେଟ ବୈଠକରେ ସିଏଡିଏସ୍ ପଦବୀକୁ ମଞ୍ଜୁରୀ ମିଳିଥିଲା ।

Get real time updates directly on you device, subscribe now.