ଭୁବନେଶ୍ୱର,୧୮ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୦୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୬୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୫୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୩୬୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 17th October
New Positive Cases: 2019
In quarantine: 1168
Local contacts: 851(Details of local contacts will be shared by concerned District Administration)
District Wise Cases
1. Angul: 129
2. Balasore: 69
3. Bargarh: 77
4. Bhadrak: 41
5. Balangir: 71— I & PR Department, Odisha (@IPR_Odisha) October 18, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୮୩, ଅନୁଗୁଳୁରୁ ୧୨୯, କଟକରୁ ୧୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 111
23. Nawarangpur: 60
24. Nayagarh: 40
25. Nuapada: 90
26. Puri: 30
27. Rayagada: 24
28. Sambalpur: 52
29. Sonepur: 68
30. Sundargarh: 99
31. State Pool: 56New Recoveries: 2842
Cumulative Tested: 4043323
Positive: 268364
Recovered: 244227
Active Cases: 22949— I & PR Department, Odisha (@IPR_Odisha) October 18, 2020