ଭୁବନେଶ୍ୱର,୫।୧୧(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୩୮୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୯୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୮୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 4th November
New Positive Cases: 1385
In Quarantine: 798
Local Contacts: 587(Details of local contacts will be shared by concerned District Administration)
District Wise Cases:
1. Angul: 88
2. Balasore: 36
3. Bargarh: 55
4. Bhadrak: 31
5. Balangir: 77— I & PR Department, Odisha (@IPR_Odisha) November 5, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 103
23. Nawarangpur: 21
24. Nayagarh: 32
25. Nuapada: 88
26. Puri: 35
27. Rayagada: 10
28. Sambalpur: 30
29. Sonepur: 5
30. Sundargarh: 91
31. State Pool: 31New recoveries: 1520
Cumulative tested: 4787026
Positive: 297274
Recovered: 282073
Active cases: 13770— I & PR Department, Odisha (@IPR_Odisha) November 5, 2020