fbpx

ବିଧାନସଭା ଆଗରେ ହାଇଡ୍ରାମା, ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ବିଧାନସଭା ମୁଖ୍ୟ ଫାଟକ ଆଗରେ ଚାଲିଛି ହାଇଡ୍ରାମା । ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି । ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଧରିଛି ପୋଲିସ । ଏହା ସହ ସେମାନଙ୍କ ନିକଟରୁ କିରୋସିନ ଓ ଦିଆସିଲ ମଧ୍ୟ ଜବତ ହୋଇଛି । ଦମ୍ପତିଙ୍କ ଘର ନୟାଗଡ ଅଞ୍ଚଳରେ ବୋଲି ସୂଚନା ମିଳିଛି । କିନ୍ତୁ କାହିଁକି ଦୁହେଁ ଆତ୍ମହତ୍ୟା କରିବାକୁ ଯାଉଥିଲେ, ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Get real time updates directly on you device, subscribe now.