fbpx

ନମୁନା ପରୀକ୍ଷାରେ ମାଇଲଖୁଣ୍ଟ ଛୁଇଁଲା ଓଡିଶା

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ମୁନା ପରୀକ୍ଷାରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡିଶା । କୋରୋନା ଟେଷ୍ଟରେ ଓଡ଼ିଶା ମାଇଲ ଖୁଣ୍ଟ ଛୁଇଁଛି ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସାଢେ ୪ ମାସରେ ରାଜ୍ୟରେ ମୋଟ୍ ୬୦ ଲକ୍ଷ ନମୁନା ପରୀକ୍ଷା ହୋଇଛି । ଚିକିତ୍ସାଧୀନଙ୍କ ସଂଖ୍ୟା ୫ ହଜାର ତଳକୁ ଖସିଛି । ଓଡିଶାରେ ଲୋକେ କରୋନା ମୁକାବିଲାରେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.