ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର) (ଓଡିଶା ଭାସ୍କର): ରାଜ୍ୟରେ କରୋନରେ ଆଉ ୫ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏନେଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୮୯ ରେ ପହଞ୍ଚିଛି । ରାଜ୍ୟରେ ଆଉ ୩୮୬ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩ ଚିହ୍ନଟ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୨୯୯କୁ ବୃଦ୍ଧି । ୩ ଲକ୍ଷ ୧୬ ହଜାର ୯୭୦ ସୁସ୍ଥ, ୩ ହଜାର ୪୮୭ ଚିକିତ୍ସିତ ।
Covid-19 Report For 8th December
New Positive Cases: 386
In quarantine: 223
Local contacts: 163(Details of local contacts will be shared by concerned District Administration)
District Wise Cases:
1. Angul: 29
2. Balasore: 20
3. Bargarh: 20
4. Bhadrak: 3
5. Balangir: 22— I & PR Department, Odisha (@IPR_Odisha) December 9, 2020