ଜାନୁୟାରୀ ୩ରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର

ପାଟନା,୧୮ ।୧୨(ଓଡିଶା ଭାସ୍କର) : ଜାନୁୟାରୀ ୩ରେ ଖୋଲିବ ସମ୍ବଲପୁରର ମା’ ସମଲେଶ୍ବରୀଙ୍କ ମନ୍ଦିର । ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆସନ୍ତା ୩ରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କୋଭିଡ ନିୟମ ମାନି ଭକ୍ତ ମା’ଙ୍କ ଦର୍ଶନ କରିପାରିବେ ଭକ୍ତ ।

ତେବେ କୋରୋନା କଟକଣା ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ଥିଲା । ଦୀର୍ଘ ନଅ ମାସ ହେଲା ସମ୍ବଲପୁରର ମା’ ସମଲେଶ୍ବରୀଙ୍କ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିଥିଲା ।

Get real time updates directly on you device, subscribe now.