fbpx

ସିଧାସଳଖ ଓଡିଶା ଆସିବ ଟିକା

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ଆସନ୍ତା ୧୦ ଦିନ ଭିତରେ ଟିକାକାରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଟିକାକରଣ ପାଇଁ ଓଡିଶା ସମେତ ୧୯ଟି ରାଜ୍ୟକୁ ସିଧାସଳଖ ଟିକା ଆସିବ । ଏନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି । ଅନ୍ୟ ୧୮ଟି ରାଜ୍ୟ ଜିଏମଏସଡି ଜରିଆରେ ଟିକା ପାଇବେ । ସବୁ ରାଜ୍ୟକୁ ପ୍ରସ୍ତୁତ ରହିବାକୁ କେନ୍ଦ୍ର କହିଛି ।

Get real time updates directly on you device, subscribe now.