fbpx

INS ଚିଲିକାରେ ପାସିଙ୍ଗ ଆଉଟ୍ ପରେଡ୍

ଚିଲିକା,୧୧ ।୧(ଓଡିଶା ଭାସ୍କର): ଆଇଏନଏସ ଚିଲିକାରେ ପାସିଙ୍ଗ ଆଉଟ୍ ପରେଡ ଉତ୍ସବ ପାଳିତ ହୋଇଯାଇଛି । ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀର ପ୍ରଶିକ୍ଷାର୍ଥୀ ପରେଡ୍ କରିଛନ୍ତି । INS ଚିଲିକାରୁ ୨୯୮୩ ଜଣ ସ୍ନାତକ ଉପାଧି ପାଇଛନ୍ତି । ଯୋଗ୍ୟ ବିବେଚିତ ପ୍ରଶିକ୍ଷାର୍ଥୀଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.