fbpx

ହାଇଟେକ୍‌ ଜମି ଦୁର୍ନୀତି ମାମଲା , ୨୧ହଜାର ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ  , 10/1 ; ହାଇଟେକ୍‌ ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।୨୧ହଜାର ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । , ୩ମାସ ଭିତରେ ଟଙ୍କା ଫେରାଇବାକୁ କଟକ ADMଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
ହାଇଟେକ୍‌ ଜମି ଦୁର୍ନୀତି ମାମଲା ମାମଲାରେ ଗିରଫ ହୋଇଥିଲେ ହାଇଟେକ୍‌ ମୁଖ୍ୟ ତିରୁପତି ପାଣିଗ୍ରାହୀ । ଜାମିନରେ ବାହାରିବାକୁ ୬୩କୋଟି ୫୫ଲକ୍ଷ ଟଙ୍କା ଜମା କରିଥିଲେ ତିରୁପତି ।୨୦୧୬ରେ ସୁପ୍ରିମକୋର୍ଟରେ ଜମା କରିଥିଲେ ତିରୁପତି । ୨୦୧୯ରେ OPID କୋର୍ଟକୁ ସୁଧ ସହ ରେଫର କରିଥିଲେ ସୁପ୍ରିମକୋର୍ଟ ।ମାତ୍ର ଜମାକାରୀ ଟଙ୍କା ପାଇ ନ ଥିଲେ, ୩ ମାସରେ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.