fbpx

ଆଉ ୨ ଦିନ ବଢ଼ିଲା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି

ଭୁବନେଶ୍ୱର ,10/2 : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଆଉ ୨ ଦିନ ବଢ଼ିଲା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି । ଏବେ ଫେବ୍ରୁଆରି ୧୨ ମଧ୍ୟରାତ୍ରି ଯାଏ ଫର୍ମ ପୂରଣ କରିହେବ ।
ଏହାଛଡା ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ମୁଖ୍ୟ ବି ଫର୍ମ ପୂରଣ କରିପାରିବେ । ମାତ୍ର ଏହା ପରେ ଆଉ ଫର୍ମ ପୂରଣର ଶେଷ ତାରିଖ ଘୁଞ୍ଚିବ ନାହିଁ ।ଏନଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ।

Get real time updates directly on you device, subscribe now.