fbpx

NDFBର ବଢିଲା କଟକଣା ଅବଧି

ନୂଆଦିଲ୍ଲୀ,୨୪ ।୧୧: ନ୍ୟାସନାଲ ଡେମୋକ୍ରାଟିକ୍‍ ଫ୍ରଣ୍ଟ ଅଫ୍‍ ବୋଡ଼ୋଲାଣ୍ଡ ବା ଏନ୍‍ଡିଏଫ୍‍ବିର ସମସ୍ତ ଗୋଷ୍ଠୀ ଓ ଛାମୁଆ ସଂଗଠନ ଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ପାଞ୍ଚବର୍ଷ ପର୍ଯ୍ୟନ୍ତ  କଟକଣା ସମୟସୀମା ବୃଦ୍ଧି କରାଯାଇଛି । ନିଷେଧ ଅବଧିକୁ ଆଉ ୫ ବର୍ଷ ବଢାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ୪ ବର୍ଷରେ NDFBର ୬୨ ହିଂସାକାଣ୍ଡରେ ୧୯ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏଥିରେ ୫୫ଜଣ ଉଗ୍ରବାଦୀ ନେତା ନିହତ ହୋଇଥିବା ବେଳେ ୪୫୦ ଜଣ ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.