fbpx

ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ,୧୮ ।୨: ଦେଶରେ ଲଗାତାର ଭାବେ ତେଲ ବଢି ଚାଲିଛି । ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୩୪ ପଇସା ବଢିଛି । ସେହିପରି ଡିଜେଲ ଲିଟର ପିଛା ୩୨ ପଇସା ମହଙ୍ଗା ହୋଇଛି । ଏହି କ୍ରମରେ ପେଟ୍ରୋଲ ୮୯.୮୮ ଟଙ୍କା ହୋଇଥିବା ବେଳେ ଡିଜେଲ ୮୦.୨୭ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୬.୩୨ ଥିବା ବେଳେ ଡିଜେଲ ଦର ୮୭.୩୨ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ୯୧.୯୮ ଟଙ୍କା ଥିବା ବେଳେ ଡିଜେଲ ୮୫.୩୧ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ଦର ୯୧.୧୧ ଥିବାବେଳେ ଡିଜେଲ ୮୩.୮୬ ଟଙ୍କା ରହିଛି ।

Get real time updates directly on you device, subscribe now.