fbpx
BSKY
BJD YOUTH SKY
BJD MS SKY

ଆପଣଙ୍କ ପାଖରେ ପୁରୁଣା ୨୫ ପଇସା କଏନ୍ ଅଛି କି? ଆପଣ ହୋଇପାରିବେ ଲକ୍ଷପତି

ଆପଣଙ୍କ ପାଖରେ ପୁରୁଣା ୨୫ ପଇସା କଏନ୍ ଅଛି କି? ଯଦି ହିଁ, ତେବେ ଏହା ଦ୍ୱାରା ଆପଣ ଲକ୍ଷ ପତି ହୋଇପାରିବେ । ଏହି କଏନକୁ ବିକ୍ରି କରି ଆପଣ ୧.୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କ କଏନର ଫଟୋ ୱେବସାଇଟରେ ଛାଡ଼ିବାକୁ ପଡ଼ିବ । ଏହି କଏନ ପାଇଁ ଅନେକ ଲୋକ ବିଡ୍ ଦାଖଲ କରିବା ପରେ ଆପଣ ଯାହାକୁ ଚାହିଁବେ ତାକୁ ବିକ୍ରି କରି ଲକ୍ଷ ପତି ହୋଇପାରିବେ ।

ସୂଚନା ଅନୁଯାୟୀ, ଇଣ୍ଡିଆ ମାର୍ଟ ୱେବସାଇଟରେ ଏହି ପୁରୁଣା କଏନ୍ ନିଲାମ କରାଯାଉଛି । ଏହି କଏନ ରୂପା ରଙ୍ଗର ହୋଇଥିବା ଆବଶ୍ୟକ । ଏହି ପ୍ଲାଟଫର୍ମଗୁଡ଼ିକରୁ ଆପଣ ନୋଟରୁ ମଧ୍ୟ ଟଙ୍କା ରୋଜଗାର କରିପାରିବେ । ସେହି ୱେବସାଇଟର ନାମ ହେଲା:- https://dir.indiamart.com/impcat/old-coins.html.

Get real time updates directly on you device, subscribe now.