fbpx

ପୁରୀ ବେଳାଭୂମିରୁ ସାର୍କ ମାଛର ମୃତଦେହ ଉଦ୍ଧାର

ପୁରୀ, ୨୦ା୧(ଓଡ଼ିଶା ଭାସ୍କର): ପୁରୀ ପେଣ୍ଠକଟା ବେଳାଭୂମିରୁ ଏକ ସାର୍କ ମାଛର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମତ୍ସ୍ୟଜୀବୀଙ୍କ ଜାଲରେ ୫ଫୁଟର ମଲା ସାର୍କ ମାଛ ଲାଗିଥିବା ଜଣାପଡ଼ିଛି । ମୃତ ସାର୍କ ମାଛଟି ମ୍ୟାକ୍ରେଲ ପ୍ରଜାତିର ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.