fbpx

ରମାଦେବୀରେ ପୁଣି ଛାତ୍ରୀ ଅଶାନ୍ତି

ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ରମାଦେବୀ ବିଶ୍ୱବିଦ୍ୟାଳୟରେ ଜଳିଲା ପରୀକ୍ଷା ନିଆଁ । ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଯୁକ୍ତ ୨ ପ୍ରଥମ ବର୍ଷର ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରୀ । ଏନେଇ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାଜରାସ୍ତା ଅବରୋଧ କରିଛନ୍ତି ।

Get real time updates directly on you device, subscribe now.