fbpx

ଉଦ୍ଧବ ସରକାରଙ୍କ ବଡ ନିଷ୍ପତ୍ତି: ବଦଳିଲେ ମୁମ୍ବାଇ କମିଶନର ପରମବୀର

ମୁମ୍ବାଇ,୧୭ ।୩: ଏଣ୍ଟିଲିଆ କେସର ଯାଞ୍ଚ ଚାଲିଥିବା ବେଳେ ମହାରାଷ୍ଟ୍ରର ଉଦ୍ଧବ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ଦବଳି କରାଯାଇଛି । ତାଙ୍କ ସ୍ଥାନରେ ହେମନ୍ତ ଦାଗରାଲେଙ୍କୁ ମୁମ୍ବାଇର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦା ହୋଇଛନ୍ତି ପରମବୀର । ମହାରାଷ୍ଟ୍ର ହୋମଗାର୍ଡ ଡିଜି ଭାବେ ପରମବୀର ସିଂହଙ୍କ ବଦଳି ହୋଇଛି ।

Get real time updates directly on you device, subscribe now.