କଟକ ଚଣ୍ଡୀଛକରେ ଥିବା କୋଚିଂ ସେଣ୍ଟର ସିଲ୍

କଟକ , 25/3 :କୋଭିଡ୍ ଗାଇଡଲାଇନ୍ ଅମାନ୍ୟ ଅଭିଯୋଗରେ କଟକ ଚଣ୍ଡୀଛକରେ ଥିବା କୋଚିଂ ସେଣ୍ଟର ସିଲ୍ କରାଯାଇଛି । ଗୋଟିଏ କ୍ଲାସରୁମରେ ଅଧିକ ସଂଖ୍ୟକ ପିଲା ଥିଲେ ବୋଲି ଅଭିଯୋଗ କରାଯାଇଥିଲା ।
ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ନିୟମ ମଧ୍ୟ ଅମାନ୍ୟ କରାଯାଉଥିବାର ଅଭିଯୋଗ ହୋଇଥିଲା।

Get real time updates directly on you device, subscribe now.