fbpx

ଚିହ୍ନଟ ହେଲେ ୭ ନୂଆ ପଜିଟିଭ୍: ଖୁବଶୀଘ୍ର ସିଲ୍ ହେବ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ, ଜାଣନ୍ତୁ କେବେ

ଭୁବନେଶ୍ୱର, ୪ା୪ (ଓଡିଶା ଭାସ୍କର): ଭୁବନେଶ୍ୱରର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ସିଲ୍ ହେବ । ୭ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତେବେ ଦୁଇଦିନ ପାଇଁ ଏସବିଆଇ ମୁଖ୍ୟାଳୟକୁ ସିଲ୍ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.