fbpx

୧୨ ଶହ ଭୋଟରେ ନନ୍ଦୀଗ୍ରାମ ଆସନରୁ ମମତା ବାନାର୍ଜୀ ବିଜୟୀ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ଅଗରୁ ଟିଏମସି ବିଜୟ ପଥରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ଶେଷ ପର୍ଯ୍ୟାୟ ଭୋଟ ଗଣାନା ସୁଦ୍ଧା ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ପଛରେ ପକାଇ ୧୨ ଶହ ଭୋଟରେ ବିଜୟୀ ଲାଭ କରିଛନ୍ତି । ହେଲେ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ଦେଖା ଯାଇଥିଲା ।

ଏହି ଆସନ ଲାଗି ବିଜେପିରୁ ଶୁଭେନ୍ଦୁ ଅଧିକାରୀ ଏବଂ ମମତା ବନାର୍ଜୀ ଟିଏମସିରୁ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ ।

Get real time updates directly on you device, subscribe now.