fbpx

ପୁଣିଥରେ ଇନଣ୍ଟରନେଟ ସେନସେନ ପାଲଟିଲେ ପ୍ରିୟା ପ୍ରକାଶ

‘ୱିଙ୍କ୍ ଗର୍ଲ’ ପ୍ରିୟା ପ୍ରକାଶ ୱାରିଅର ତାଙ୍କ ଅଭିନୟ ଯୋଗୁଁ ସାରା ବିଶ୍ୱରେ ପ୍ରସିଦ୍ଧ । ପ୍ରିୟାଙ୍କର ଆଖି ମାରିବା ଭିଡିଓ ରାତା-ରାତି ଭାଇରାଲ ହୋଇଥିଲା, ଆଉ ଖୁବ ଚର୍ଚ୍ଚାକୁ ଆସିଥିଲେ ପ୍ରିୟା ପ୍ରକାଶ । ଅଭିନୟ ସହିତ ପ୍ରିୟା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ । ସେ ପ୍ରତିଦିନ ସୋସିଆଲ ମିଡିଆରେ ନିଜର ହଟ୍ ଏବଂ ସୁନ୍ଦର ଫଟୋକୁ ସେୟାର କରିଥାନ୍ତି ।

ନିକଟରେ ପ୍ରିୟା ନିଜ ଇନଷ୍ଟାଗ୍ରାମରେ ନିଜର ଟପଲେସ୍ ଫଟୋ ଅପଲୋଡ କରିଛନ୍ତି ଆଉ ଯାହାକୁ ନେଇ ସେ ପୁଣି ଚର୍ଚ୍ଚାରେ । ତାଙ୍କର ଏହି ଫଟୋଗୁଡିକ ଏବେ ପୁଣିଥରେ ଇଣ୍ଟରନେଟ ସେନସନ ପାଲଟିଯାଇଛନ୍ତି । ତେବେ ତାଙ୍କର ଏହି ଫଟୋଗୁଡ଼ିକୁ ସେ ତାଙ୍କ ସାଙ୍ଗଙ୍କ ଦ୍ୱାରା ଉଠାଯାଇଛି । ଆଉ ତାଙ୍କର ଏହି ବୋଲ୍ଡ ଫଟୋଗୁଡ଼ିକୁ ଫ୍ୟାନମାନେ ମଧ୍ୟ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

 

Get real time updates directly on you device, subscribe now.