fbpx

ନଟିଂହାମ ଟେଷ୍ଟ; ଭାରତ ୨୭୮ ରନରେ ଅଲଆଉଟ

ନଟିଂହାମ ଟେଷ୍ଟ: ଭାରତ ପ୍ରଥମ ଇନିଂସରେ ୨୭୮ ରନରେ ଅଲଆଉଟ । ଓପନର ରାହୁଲ ଓ ଅଲରାଉଣ୍ଡର ଜାଡେଜାଙ୍କ ଅର୍ଦ୍ଧଶତକୀୟ ଇନିଂସ । ରବିନସନଙ୍କୁ ସର୍ବାଧିକ ୫, ଆଣ୍ଡରସନଙ୍କୁ ୪ଟି ୱିକେଟ । ପ୍ରଥମ ଇନିଂସରେ ଭାରତ, ଇଂଲଣ୍ଡଠାରୁ ୯୫ ରନରେ ଆଗୁଆ ।

Get real time updates directly on you device, subscribe now.