fbpx

ଟ୍ରକ୍ ପଛରେ ପିଟିଲା ବାଇକ୍ ,୨ମୃତ

ବ୍ରହ୍ମପୁର, ୧୮ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଗୋଳନ୍ଥରା ସ୍ଥିତ ଭୈରବି ଛକରେ ଏକ ଅଭାନୀୟ ଘଟଣା ଘଟିଛି । ସେଠାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଟ୍ରକ୍ ପଛରେ ଏକ ବାଇକ ପିଟି ଦେଇଥିଲା । ବାଇକରେ ଥିବା ୨ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ସେହି ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.