fbpx

ପଚା ଅଣ୍ଡା ଭର୍ତ୍ତି ଗାଡ଼ି ଜବତ ଘଟଣା: ସିଲ୍ ହେଲା ବେକେରୀ

କଟକରେ ବେକେରୀକୁ ଯାଉଥିବା ପଚା ଅଣ୍ଡା ଭର୍ତ୍ତି ଗାଡ଼ି ଜବତ ଘଟଣା । ସାଆନ୍ତସାହିର ବିକ୍ରମ ବେକେରୀକୁ ସିଲ୍ କରି ସାମଗ୍ରୀ ଜବତ କଲା ସିଏମସି । ପଚା ଅଣ୍ଡା କେକ୍ ରେ ମିଶୁଥବା ଖବର ମିଳିବା ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ଫୋପଡ଼ା ଯୋଗ୍ୟ ପଚା ଅଣ୍ଡାକୁ ଶସ୍ତାରେ ଆଣି କେକ୍ ପ୍ରସ୍ତୁତି ଚାଲିଥିଲା ।

Get real time updates directly on you device, subscribe now.