fbpx

CBIରେ ୨୬୨ ଖାଲି ପଦ; ନିଯୁକ୍ତି ପାଇଁ ଏମିତି କରନ୍ତୁ ଆବେଦନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଇନକମ ଟ୍ୟାକ୍ସ ଅଫିସର, ଆଇଟି, ଆଇଟି ସିକ୍ୟୁରିଟି ଆନାଲିଷ୍ଟ, ସିକ୍ୟୁରିଟି ଅଫିସର, କେଡ୍ରିଟ୍ ଅଫିସର, ଇକୋନୋମିଷ୍ଟ ସହ ସ୍ପେଶାଲିଷ୍ଟ ଅଫିସର ବିଭିନ୍ନ ପଦବୀ ପାଇଁ ଆବେଦନ ଗ୍ରହଣ କରିବାକୁଯାଉଛି । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି  । ୨୩ ନଭେମ୍ବର ୨୦୨୧ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ଡିସେମ୍ବର ୧୭ ହେଉଛି ଶେଷ ତାରିଖ ।

ଏହି ପୋଷ୍ଟ ପାଇଁ କରିପାରିବେ ଆବେଦନ:

ସ୍ପେଶାଲିଷ୍ଟ ଅଫିସରରେ ମୋଟ ୧୫୫ ପଦବୀ ରହିଥିବାବେଳେ,

ଇକୋନୋମିଷ୍ଟ-୧ ପୋଷ୍ଟ

ଇନକମ ଟ୍ୟାକ୍ସ ଅଫିସର- ୧ପୋଷ୍ଟ

ଆଇଟି- ୧ ପୋଷ୍ଟ

ଡାଟା ସାଇଣ୍ଟିଷ୍ଟ(ଚତୁର୍ଥ)-୧ ପୋଷ୍ଟ

କ୍ରେଡିଟ ଅଫିସର(ତୃତୀୟ)-୧୦ ପୋଷ୍ଟ

ଡାଟା ଇଞ୍ଜିନିୟର(ତୃତୀୟ)-୧୧ ପୋଷ୍ଟ

ଆଇଟି ସିକ୍ୟୁରିଟି ଆନାଲିଷ୍ଟ(ତୃତୀୟ)- ୧ ପୋଷ୍ଟ

ଆଇଟି ଏସଓସି ଆନାଲିଷ୍ଟ(ତୃତୀୟ)- ୨ ଟି ପୋଷ୍ଟ

ରିସ୍କ ମ୍ୟାନେଜର(ତୃତୀୟ)- ୫ ପୋଷ୍ଟ

ବୈଷୟିକ ଅଧିକାରୀ(କ୍ରେଡିଟ) (ତୃତୀୟ)- ୫ ପୋଷ୍ଟ

ଆର୍ଥିକ ବିଶ୍ଲେଷକ(ଦ୍ବିତୀୟ)- ୨୦ ପୋଷ୍ଟ

ସୂଚନା ଓ ପ୍ରଯୁକ୍ତିବିଦ୍ୟା(ଦ୍ୱିତୀୟ)- ୧୫

ଆଇନ ଅଧିକାରୀ(ଦ୍ୱିତୀୟ)-୨୦ ପୋଷ୍ଟ

ରିସ୍କ ମ୍ୟାନେଜର(ଦ୍ୱିତୀୟ)- ୧୦ ପୋଷ୍ଟ

ସିକ୍ୟୁରିଟି(ଦ୍ୱିତୀୟ)-୩ଟି ପୋଷ୍ଟ

ସୁରକ୍ଷା(ପ୍ରଥମ)- ୧ ପୋଷ୍ଟ

ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ୨୦ରୁ ୫୦ ବର୍ଷ ହୋଇଥିବା ଆବଶ୍ୟକ । ଓବିସି ବର୍ଗଙ୍କ ପାଇଁ ୩ ବର୍ଷ ଏବଂ ଏସସି ଏବଂ ଏସଟି ବର୍ଗଙ୍କ ପାଇଁ ୫ ବର୍ଷ ଛାଡ଼ ଦିଆଯାଇଛି । ଜେନେରାଲ ଏବଂ ଓବିସି ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୮୫୦ ଥିବାବେଳେ, ସେହିଭଳି ଏସସି ଏବଂ ଏସଟି ବର୍ଗଙ୍କ ୧୭୫ ଟଙ୍କା ଆବେଦନ ଫିସ୍ ଦେବାକୁ ହେବ । ୨୩ ନଭେମ୍ବର ୨୦୨୧ରୁ ଆବେଦନ ଆରମ୍ଭ ହେଉଥିବାବେଳେ ୧୭ ଡିସେମ୍ବର ରହିଛି ଶେଷ ତାରିଖ । ୧୧ ଜାନୁଆରୀ ୨୦୨୨ ରେ ଆଡମିଟ୍ କାର୍ଡ ଡାଉନଲୋଡ ଏବଂ ୨୨ ଜାନୁଆରୀରେ ୨୦୨୨ରେ ହେବ ପରୀକ୍ଷା । ଏହି ଲିଙ୍କରେ ଯାଇ ଯୋଗ୍ୟତା ଏବଂ ଅନ୍ୟାନ୍ୟ ତଥ୍ୟ ଜାଣିପାରିବେ https://centralbankofindia.co.in/sites/default/files/2021-11/Notification_Recruitment_of_Specialist_Officers-2022-23.pdf

Get real time updates directly on you device, subscribe now.