fbpx

ମମିତା ମେହେର ହତ୍ୟା ମାମଲାର ତଦନ୍ତକୁ ନେଇ ବର୍ଷିଲେ ନରସିଂହ:ଏସଆଇଟି ତଦନ୍ତ ଦାବି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚତ ମମିତା ମେହେର ଘଟଣା ବର୍ତ୍ତମାନ କେବଳ ଅଣ୍ଡାମାଡରେ ସୀମିତ ରହିଯାଇଛି । ଏହି ମାମଲାରେ ଗୋବିନ୍ଦ ସାହୁ ପୋଲିସ ହାତରେ ଧରାପଡିଥିବା ବେଳେ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ କଂଗ୍ରେସ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ନେତା ନରସିଂହ ମିଶ୍ର ପୁଲିସ ତଦନ୍ତକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଏହା ସହିତ ଏହି ମାମଲାରେ ପୋଲିସ ଜାଣି ଶୁଣି କୋହଳ ମନୋଭାବ ପୋଷଣ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ନରସିଂହ ।

ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପୋଲିସ ପକ୍ଷରୁ କୋହଳ ଦଫା ଲଗାଯାଇଛି । ଏହି ମାମଲାରେ ଏସଆଇଟି ତଦନ୍ତ ଦାବି କରିଛନ୍ତି ନରସିଂହ ମିଶ୍ର । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.