• Likes
  • Followers
  • Subscribers
  • Followers
  • Android App
  • Thursday, June 19, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RAJA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • Facebook ଆପଣଙ୍କୁ ଟ୍ରାକ୍ କରୁଛି କି? ନିଜକୁ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍

Facebook ଆପଣଙ୍କୁ ଟ୍ରାକ୍ କରୁଛି କି? ନିଜକୁ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍

By Manas Pradhan Last updated Nov 30, 2021 at 3:00 PM
Share

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ସକାଳ ସମୟରେ କିଛି ସାମଗ୍ରୀ କିଣିବା ପାଇଁ ପ୍ଲାନ କରିଥାନ୍ତି ବା କାହା ସହ କଥାବାର୍ତ୍ତା ହୋଇଥାନ୍ତି । ତେବେ ଆପଣ ଚାହୁଁଥିବା ପ୍ରଡକ୍ଟର ଆଡ୍ ପରବର୍ତ୍ତୀ ସମୟରେ ଫେସବୁକରେ ଦେଖିବାକୁ ମିଳିଥାଏ । ଜାଣନ୍ତି କି ଏହା କେମିତି ହୁଏ? ଫେସବୁକ ୟୁଜର୍ସଙ୍କୁ ଟ୍ରାକ କରିଥାଏ । ତେବେ ପୂର୍ବରୁ ଏନେଇ ଫେସବୁକ ପକ୍ଷରୁ ଅଗ୍ରାହ୍ୟ କରାଯାଇଥିବା ବେଳେ ପରେ ଏହାକୁ ସ୍ୱୀକାର କରାଯାଇଛି । ୟୁଜର୍ସଙ୍କ କଥାବାର୍ତ୍ତା ଶୁଣିବା ପାଇଁ ଫେସବୁକ ଆପଣଙ୍କ ଫୋନର ମାଇକ୍ରୋଚିପର ବ୍ୟବହାର କରିଥାଏ । ଏହାଛଡ଼ା ଆପଣ ଏହି ଆପ୍ ଡାଉନଲୋନ୍ କରିବା ପରେ ଲୋକେସନ ଆକ୍ସେସ୍ ଦେଇଦେବା ପରେ ସେ ଆପଣଙ୍କୁ ଟ୍ରାକ୍ କରିଥାଏ । ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଓ ଭଲ ଆଡ ଅଫର ପାଇଁ ଲୋକେସନର ଡିଟେଲ ବ୍ୟବହାର କରୁଥିବା ଫେସବୁକ ପକ୍ଷରୁ କୁହାଯାଇଛି ।

ଯଦି ଆପଣ ଏଥିରୁ ରକ୍ଷା ପାଇବାକୁ ଚାହାନ୍ତି, ତେବେ ଆପଣ ଫେସବୁକରେ ନିଜର ଆକ୍ଟିଭିଟିକୁ ଡିସକନେକ୍ଟ କରିପାରିବେ ।

୧- ଆପଣ ନିଜର ଫେସବୁକ ଆକାଉଣ୍ଟ ଲଗ୍ ଇନ୍ କରି ସେଣ୍ଟିଂ ଆଣ୍ଡ ପ୍ରାଇଭେସିକୁ ଯାଇ ସେଣ୍ଟିଙ୍ଗସ୍ ଉପରେ କ୍ଲିକ କରନ୍ତୁ ।

ଆହୁରି ପଢନ୍ତୁ

ଲଗାତାର ୧ ମାସ ଧରି ମଳାସନରେ ବସି ପାଣି ପିଇଲେ…

ରାତି ପାହିଲେ ଖୋଲିବ ସ୍କୁଲ, ସବୁ…

୨- ବାମ କଲମରେ ଫେସବୁକ ଜାନକାରୀ ଉପରେ କ୍ଲିକ କରିବା ପରେ ପୁଣି ଅଫ୍-ଫେସବୁକ ଆକ୍ଟିଭିଟି ଉପରେ କ୍ଲିକ କରନ୍ତୁ ।

୩- ଏହାର ପରେ ମୋର ଉପରେ କ୍ଲିକ କରନ୍ତୁ ଓ ମ୍ୟାନେଜ ଫ୍ୟୁଚର ଆକ୍ଟିଭିଟିକୁ ବାଛନ୍ତୁ । ଏହାପରେ ଆପଣଙ୍କୁ ପାସୱାର୍ଡ ଦେବାକୁ ପଡ଼ିବ । ତାହା ଏଣ୍ଟର କରିବା ପରେ ଆପଣଙ୍କୁ ପୁଣି ଏକ ଏକ ପପ-ଅପ ପେଜ୍ ଦେଖାଦେବ ।
୪- ଏହାପରେ ମ୍ୟାନେଜ ଫ୍ୟୁଚର ଆକ୍ଟିଭିଟି ବଟନ ଉପରେ କ୍ଲିକ କରନ୍ତୁ ଓ ନିଜର ଅଫ-ଫେସବୁକ ଆକ୍ଟିଭିଟିକୁ ବନ୍ଦ କରିଦିଅନ୍ତୁ ।

Share

Prev Post

ଚାଷୀଙ୍କ ଆୟରେ ଓଡ଼ିଶା ତଳଆଡ଼ୁ ଦ୍ୱିତୀୟ

Next Post

ବାପାଙ୍କ ପାଇଁ ମୁଁ ଓ ସୁମିତ ଏକାଠି ହୋଇ ପାରୁନୁ: ଜାଣନ୍ତୁ କାହିଁକି ଏମିତି କହିଲେ ତପସ୍ୱିନୀ [VIDEO]

You might also like More from author
Featured

ଲଗାତାର ୧ ମାସ ଧରି ମଳାସନରେ ବସି ପାଣି ପିଇଲେ Yoga ଏକ୍ସପର୍ଟ: ପ୍ରଭାବ ଦେଖି ଆପଣ ମଧ୍ୟ ହୋଇଯିବେ…

Breaking News

ରାତି ପାହିଲେ ଖୋଲିବ ସ୍କୁଲ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଭଳି କହିଲା ବିଦ୍ୟାଳୟ ଏବଂ ଗଣଶିକ୍ଷା…

Breaking News

କ୍ରାସ ହୋଇଥିବା ବିମାନର ବ୍ଲାକ ବକ୍ସରୁ ଡାଟା ରିକଭରୀ ଭାରତରେ ଅସମ୍ଭବ! ଏବେ ଏହି ଦେଶ ନେବ ସାହାଯ୍ୟ

Breaking News

୨୦୨୫ ଶେଷ ସୁଦ୍ଧା ଏହି ୩ ଦିଗ୍ଗଜ ଟେଷ୍ଟ କ୍ରିକେଟକୁ କହିପାରନ୍ତି ଅଲବିଦା, ସନ୍ନ୍ୟାସ ନେଇ…

Featured

ଭାରତର ଏକ ଚମତ୍କାର ମନ୍ଦିର, ରାହୁ ଦେବଙ୍କ ମୂର୍ତ୍ତିକୁ କ୍ଷୀର ଅର୍ପଣ କଲେ କେତୁ ଗ୍ରହର କୁପ୍ରଭାବରୁ…

Breaking News

Air India CEOଙ୍କ ବଡ଼ ଘୋଷଣା, କହିଲେ କ୍ରାସ ହୋଇଥିଲା AI-171ବିମାନରେ ନଥିଲା ଯାନ୍ତ୍ରିକ ତ୍ରୁଟି

Prev Next
Odisha Bhaskar

Recent Posts

ଆମେରିକାଠାରୁ ସାହାଯ୍ୟ ମାଗିବା ଅର୍ଥ ଇସ୍ରାଏଲ…

ଲଗାତାର ୧ ମାସ ଧରି ମଳାସନରେ ବସି ପାଣି ପିଇଲେ…

ଶୁକ୍ରବାର ଏହି ସମୟ ପର୍ଯ୍ୟନ୍ତ ରହିବ ନବମୀ…

ରାତି ପାହିଲେ ଖୋଲିବ ସ୍କୁଲ, ସବୁ…

କ୍ରାସ ହୋଇଥିବା ବିମାନର ବ୍ଲାକ ବକ୍ସରୁ ଡାଟା…

୨୦୨୫ ଶେଷ ସୁଦ୍ଧା ଏହି ୩ ଦିଗ୍ଗଜ ଟେଷ୍ଟ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଲଗାତାର ୧ ମାସ ଧରି ମଳାସନରେ ବସି ପାଣି ପିଇଲେ…

ରାତି ପାହିଲେ ଖୋଲିବ ସ୍କୁଲ, ସବୁ…

କ୍ରାସ ହୋଇଥିବା ବିମାନର ବ୍ଲାକ ବକ୍ସରୁ ଡାଟା…

୨୦୨୫ ଶେଷ ସୁଦ୍ଧା ଏହି ୩ ଦିଗ୍ଗଜ ଟେଷ୍ଟ…

Prev Next 1 of 26,850
© 2025 - TK Digital All Rights Reserved.