କଟକ: ବିରୂପା ନଦୀରେ ବୁଡ଼ି ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ସୂଚନାନୁଯାୟୀ, ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ବୁଡ଼ିଯାଇଥିଲେ। ସାଲେପୁର ଉଚ୍ଚଡିହ ଗାଁର ଛାତ୍ରୀଙ୍କର ମୃତ୍ୟୁ ଘଟିଛି।