fbpx
BJD SKY
BJD SKY

ଓଲଟିଲା ବରଧରା ଗାଡ଼ି

BJD

ଝାରସୁଗୁଡା, ୧୬।୨(ଓଡିଶା ଭାସ୍କର) : ଝାରସୁଗୁଡ଼ା ଜିଲ୍ଲା ବୁନ୍ଦିଆ ନିକଟରେ ଓଲଟିଲା ବରଧରା ଗାଡ଼ି । ବୋଲେରୋ ଓଲଟି ୧୧ ଜଣ ଆହତ ହୋଇଥିଲା ବେଳେ ୩ ଗୁରୁତର ଅଛନ୍ତି । ଆହତମାନଙ୍କୁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବର ନିମନ୍ତ୍ରଣ ପାଇଁ ଟାଙ୍ଗରପାଲିରୁ ବୁନ୍ଦିଆ ଓରାମପଡ଼ାକୁ କନ୍ୟାପକ୍ଷ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

Get real time updates directly on you device, subscribe now.