fbpx

ବିଧାନସଭା ପାଇଁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୨୧ ।୯: ବିଧାନସଭା ଅଧିବେଶନ ନେଇ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୨୫ ତାରିଖରେ ଏହି ସର୍ବଦଳୀୟ ବସିବ ବୋଲି ଜଣାପଡିଛି । ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭା କେମିତି ଚାଲିବ, ତାହା ଉପରେ ଏହି ବୈଠକରେ ଆଲୋଚନା ହେବ ।

Get real time updates directly on you device, subscribe now.