Breaking: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଶାହାଙ୍କ କଡ଼ା ନିର୍ଦ୍ଦେଶ, ପାକିସ୍ତାନୀଙ୍କୁ ଚିହ୍ନଟ କରି ବାହାର କର …

ନୂଆଦିଲ୍ଲୀ: ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନିଜ ଅଞ୍ଚଳରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିବାକୁ ଶାହା ଦେଲେ ନିର୍ଦ୍ଦେଶ ।

ପାକ୍ ନାଗରିକଙ୍କ ଭିସା ରଦ୍ଦ କରି ବାହାର କରିବାକୁ କଡ଼ା ନିର୍ଦ୍ଦେଶ ଦେଲେ ମୃହମନ୍ତ୍ରୀ । ପାକ୍ ନାଗରିକଙ୍କୁ ତୁରନ୍ତ ବିଦା କରିବାକୁ କହିଲେ ଶାହା ।

ଆତଙ୍କବାଦୀ ହମଲା ବିରୋଧରେ ଭାରତ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକରା ତତ୍ପର ପ୍ରକାଶ କରିଛନ୍ତି ।

ଯେ କୌଣସି ମତେ ହମଲାର ପ୍ରତିଶୋଧ ନେବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ।