ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ-୧୭୧ ଅହମଦାବାଦରୁ ଲଣ୍ଡନ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସର୍ଦ୍ଦାର ବଲ୍ଲହବଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାର ପୋର୍ଟରେ ଏ ଘଟଣା ଘଟିଥିବାବେଳେ ଉଦ୍ଧାର କାର୍ଯ୍ୟ ସାଙ୍ଗକୁ ଅଗ୍ନିାବ ବାହୀନି ଦ୍ୱାରା ନିଆଁ ଲିଭା କାର୍ଯ୍ୟ ଚାଲିଛି ।
ଏ ଦୁର୍ଘଟଣା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲଙ୍କ ସହ ଫୋନରେ କଥା ହୋଇଛନ୍ତି । ପରିସ୍ଥିତି ପଚାରି ବୁଝିବା ସହ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ଶାହା ।
ର୍ଯ୍ୟରେ ବିଏସଏଫ୍ ଜବାନ ସାମିଲ ହୋଇଛନ୍ତି । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ତଥାସମ୍ଭବ ଉଦ୍ଧାର ଚାଲିଛି । ବିମାନରେ ନିଆଁ ଲାଗି ଖଣ୍ଡ ଖଣ୍ଡ ହୋଇଯାଇଥିବାବେଳେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ ।