କେନ୍ଦୁଝର: ଆନନ୍ଦପୁର କଲେଜ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ଼ ଘୋଷଣା । ଆନନ୍ଦପୁର କଲେଜକୁ ସ୍ୱୟଂଶାସିତ କରିବାକୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ।
କଲେଜର ଉନ୍ନତିକରଣ ପାଇଁ ୭ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆନନ୍ଦପୁରରେ ଷ୍ଟାଡିୟମ ନିର୍ମାଣ ପାଇଁ ୨୦ କୋଟି ଘୋଷଣା ।
ଭରଚୁଆଲରେ ୧୧୮.୨ କୋଟିର ୩୧ଟି ପ୍ରକଳ୍ପର ଭିତ୍ତି ସ୍ଥାପନ । ୪୧.୪ କୋଟିର ୧୬ଟି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।