fbpx
BJD SKY
BJD SKY

ଭାଇରାଲ୍ ହେଉଛି ଅଙ୍ଗନବାଡି ଦିଦିଙ୍କ ପରକୀୟା ପ୍ରୀତିର ଭିଡିଓ ଓ ଫଟୋ: ସାତ ସାନ ଯୁବକକୁ କରୁଥିଲେ ପ୍ରେମ, ଦେଖନ୍ତୁ ଭିଡିଓ

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅଙ୍ଗନବାଡି ଦିଦି, ଦାୟିତ୍ୱ କୋମଳ ମତି ଶିଶୁଙ୍କ ଲାଳନ ପାଳନ । ମାତ୍ର ସୀମା ଲଂଘିଛନ୍ତି ଅଙ୍ଗନବାଡି ଦିଦି । ଦିଦିଙ୍କ ପରକୀୟା ପ୍ରୀତିର ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ଏହା ଫୋନରୁ ଫୋନକୁ ଘୁରି ବୁଲୁଛି । ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଅନ୍ତର୍ଗତ ଦେଉଳିପଡା ଅଙ୍ଗନବାଡି କେନ୍ଦ୍ରରେ । କେନ୍ଦ୍ରରେ ସହାୟିକା ଭାବରେ କାମ କରୁଥିବା ଜଣେ ମହିଳା ନିଜ ଠାରୁ କମ ବୟସର ବାଳକ ସହିତ ରଖିଥିଲେ ସମ୍ବନ୍ଧ ।

ତେବେ ଚାରି କାନ୍ଥ ମଧ୍ୟରେ ସୀମିତ ରହିବା ଭଳି ସମ୍ବନ୍ଧ କିନ୍ତୁ ସମସ୍ତ ସୀମା ସରହଦ ପାର କରି ଯାଇଥିଲା । ଉଭୟ ଅସଞ୍ଜତ ଓ ନଗ୍ନ ଅବସ୍ଥାରେ ରହିଥିବାର ଫଟୋ ଓ ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଫଟୋ ଗୁଡିକ ଭାଇରାଲ କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହି ଫଟୋଟି ଭାଇରାଲ ହେବା ପରେ ଦିଦି ଜଣଙ୍କ ପିଲାଙ୍କୁ କଣ ପଢାଇବେ ଏହାକୁ ନେଇ ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.