fbpx

ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା: ଜନ୍ ଫୋସେଙ୍କୁ ମିଳିବ ସମ୍ମାନ

ନୂଆଦିଲ୍ଲୀ: ସର୍ବଶ୍ରେଷ୍ଠ ପୁରସ୍କାର ପାଇଁ ବର୍ତ୍ତମାନ ଚୟନ ହେଉଛନ୍ତି ଯୋଗ୍ୟ ପ୍ରତିଭା । ଏହାମଧ୍ୟରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଏହି ପୁରସ୍କାର ପ୍ରଦାନ କରିବା ପାଇଁ ନରୱେ ସାହିତ୍ୟିକ ଜନ୍ ପୋସେଙ୍କୁ ଚୟନ କରାଯାଇଛି । ଚଳିତବର୍ଷ ସାହିତ୍ୟରେ ନୋବେଲ ପୁରସ୍କାରରେ ସମ୍ମାନିତ ହେବେ ଜନ୍ ଫୋସେ । ସାହିତ୍ୟରେ ଅଗାଢ ପାଣ୍ଡିତ୍ୟ ଏବଂ ଅନେକ ଉପôଲ୍ଧ ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

Get real time updates directly on you device, subscribe now.