fbpx
BSKY
BJD MC SKY
BJD MS SKY

Breaking: ଆଜି ଆଣ୍ଟି ସବମେରାଇନ ମିଜାଇଲ ପରୀକ୍ଷଣ

ଭୁବନେଶ୍ୱର: ଆଜି ସ୍ମାର୍ଟ ୩ ଆଣ୍ଟି ସବମେରାଇନ ମିଜାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଅବଦୁଲ କଲାମ ଦ୍ୱୀପରୁ ସକାଳ ୮ଟା ୩୫ରେ ବ୍ୟବହାରିକ ପରୀକ୍ଷଣ ହୋଇଛି । ଡିଆରଡିଓ ପସ୍ତୁତ ଏହି ମିଜାଇଲ୍ ୬୪୩ କିମି ଲକ୍ଷ୍ୟଭେଦ କରିବ ବୋଲି କୁହାଯାଉଛି । ଶତ୍ରୁପକ୍ଷର ସମସ୍ତ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାରେ ଏହା ସମର୍ଥ ହୋଇପାରିବ ।

Get real time updates directly on you device, subscribe now.