fbpx

ଏସିଆର ସବୁଠୁ ଧନୀ ମହିଳା ତାଲିକାରେ ଭାରତର ସାବିତ୍ରୀ ଜିନ୍ଦଲ, ରହିଛି ଏତିକି ହଜାର କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ଭାରତର ସାବିତ୍ରୀ ଜିନ୍ଦଲ ଏବେ ଏସିଆର ସବୁଠୁ ଧନୀ ମହିଳା ଭାବେ ନିଜକୁ ନାମିତ କରିଛନ୍ତି । ବ୍ଲମବର୍ଗ ରିପୋର୍ଟ ଅନୁସାରେ ସାବିତ୍ରୀଙ୍କ ପାଖରେ ୮୯.୪୯ ହଜାର କୋଟି ଟଙ୍କାର ସଂପତ୍ତି ରହିଛି । ଦ୍ୱିତୀୟ ସ୍ଥାନରେ ଚୀନ୍‌ର ଫେନ୍‌ ହଙ୍ଗୱେ ରହିଥିବାବେଳେ ତାଙ୍କ ସଂପତ୍ତିର ମୋଟ ପରିମାଣ ୧୧.୩ ଆରବ ଡଲାର ରହିଛି । ବ୍ଲୁମବର୍ଗ ବିଶ୍ୱର ଆରବବତିଙ୍କ ତାଲିକାରେ ସାବିତ୍ରୀ ୧୬୪ତମ ସ୍ଥାନରେ ରହିଛନ୍ତି । ସୂଚନାଥାଉକି ଗୌତମ ଆଦାନୀ ଏବେ ଏସିଆର ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ସାମିଲ ଅଛନ୍ତି ।

Get real time updates directly on you device, subscribe now.