fbpx

ଗୃହ ୩ ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ୱର,୨୯/୧୧ (ଓଡିଶା ଭାସ୍କର):ବିରୋଧୀ ଦଳଙ୍କ ପ୍ରବଳ ହଙ୍ଗାମା ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପତ୍ର ଗୃହକୁ ୩ ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ସୂଚନାଯୋଗ୍ୟ ଶନିବାର ଅପରାହ୍ଣର ଅଧିବେଶନରେ ପୋଡ଼ିୟମ ଉପରକୁ ଚଢ଼ି ମାଇକ୍ ଓ କାଚ ଭାଙ୍ଗିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।
ବ୍ୟାନର ସହ ଗୃହରେ ନାରାବାଜି କଲେ ବିଜେପି ସଦସ୍ୟ ।

Get real time updates directly on you device, subscribe now.