ଆଠଗଡ଼: କଟକ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ (ରାଜା) ସ୍ୱାଇଁଙ୍କୁ ଘେରିଲେ ବିଜେପି କର୍ମୀ । ତିଗିରିଆ ବ୍ଲକକୁୂ ପଞ୍ଚାୟତ ସମିତି ବୈଠକକୁ ଯିବାବେଳେ ଘେରିଲେ ଲୋକେ ।
ବୈଠକ ସାରି ଫେରିଲାବେଳେ ପୁଣି ବିରୋଧ କଲେ ବିଜେପି କର୍ମୀ । ଉଭୟର ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା ।
ବିଧାୟକଙ୍କ ଗାଡ଼ିକୁ ଏସ୍କର୍ଟ କରି ବାହାରକୁ ଆଣିଲା ପୋଲିସ ।